ଜାତୀୟ ଖବର କୋଭିଡ ଆରୋଗ୍ୟ ପରେ ମଧ୍ୟ ଶରୀର ଅସୁସ୍ଥ, ଜାଣନ୍ତୁ କେନ୍ଦ୍ର ସ୍ବାସ୍ଥ୍ୟ ବିଭାଗ କଣ ଜାରି କଲେ ନିୟମାବଳୀ ନୂଆଦିଲ୍ଲୀ, ଗୁରୁତର କୋଭିଡ-19 ରୋଗରୁ ଆରୋଗ୍ୟ ଲାଭ କରିଥିବା ରୋଗୀଙ୍କ ଠାରେ ଥକାପଣ, ଶରୀର ଯନ୍ତ୍ରଣା, କାଶ, ଗଳା ଦରଜ, ନିଶ୍ୱାସ ନେବାରେ ଅସୁବିଧା ସମେତ ବିଭିନ୍ନ…