ବିଶେଷ ଖବର ରାଜ୍ୟ ବିଜେପିର ନୂଆ କୋର କମିଟ ଗଠିତ, ସ୍ଥାନ ପାଇଲେନି ଅପରାଜିତା ଷଡଙ୍ଗୀ ଆଉ ବିଜୟ ମହାପାତ୍ର ଭୁବନେଶ୍ୱର: ରାଷ୍ଟ୍ରୀୟ ସଭାପତି ଜେ.ପି.ନଡ୍ଡାଙ୍କ ଅନୁମୋଦନ କ୍ରମେ ରାଜ୍ୟ ବିଜେପି ଦଳର ୧୫ ଜଣିଆ କୋର୍ କମିଟି ଘୋଷଣା କରାଯାଇଛି। କମିଟିରେ ୩ କେନ୍ଦ୍ରମନ୍ତ୍ରୀଙ୍କ ସମେତ ୪…