ଭୁବନେଶ୍ବର: ଗତକାଲି ରାଜ୍ୟରେ ୯୪୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ଆଉ ୧୧୬୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେବେ ଆଜି ୧୧୬୨ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୦-୧୮ ବର୍ଷର ୧୬୪ ଜଣ ପିଲା ଥିବା ବେଳେ କ୍ୱାରେଣ୍ଟାଇନରୁ ୬୫୮ ଜଣ ଏବଂ ସ୍ଥାନୀୟ ସଂକ୍ରମିତ ୪୬୪ ଜଣ ଅଛନ୍ତି। ତେବେ ବିଭିନ୍ନ ଜିଲ୍ଲାର ଯେଉଁ ସ୍ଥିତି ରହିଛି ତାହା ହେଲା…
ଅନୁଗୁଳ ଜିଲ୍ଲାରୁ- ୧
ବାଲେଶ୍ଵର ଜିଲ୍ଲାରୁ- ୧୨
ବରଗଡ ଜିଲ୍ଲାରୁ- ୮
ଭଦ୍ରକ ଜିଲ୍ଲାରୁ- ୧୨
ବଲାଙ୍ଗୀରି ଜିଲ୍ଲାରୁ- ୧୨
ବୌଦ୍ଧ ଜିଲ୍ଲାରୁ- ୬
କଟକ ଜିଲ୍ଲାରୁ- ୧୩୨
ଦେବଗଡ ଜିଲ୍ଲାରୁ- ୭
ଢେଙ୍କାନାଳ ଜିଲ୍ଲାରୁ- ୨
ଗଜପତି ଜିଲ୍ଲାରୁ- ୧୧
ଗଞ୍ଜାମ ଜିଲ୍ଲାରୁ- ୨
ଜଗତସିଂହପୁର ଜିଲ୍ଲାରୁ- ୨୦
ଯାଜପୁର ଜିଲ୍ଲାରୁ- ୨୬
ଝାରସୁଗୁଡା ଜିଲ୍ଲାରୁ- ୨୫
କଳାହାଣ୍ଡି ଜିଲ୍ଲାରୁ- ୧୩
କନ୍ଧମାଳ ଜିଲ୍ଲାରୁ- ୩
କେନ୍ଦ୍ରାପଡା ଜିଲ୍ଲାରୁ- ୧୧
କେନ୍ଦୁଝର ଜିଲ୍ଲାରୁ- ୧୦
ଖୋର୍ଦ୍ଧା ଜିଲ୍ଲାରୁ- ୩୦୭
କୋରାପୁଟ ଜିଲ୍ଲାରୁ- ୬
ମୟୂରଭଞ୍ଜ ଜିଲ୍ଲାରୁ- ୫୩
ନବରଙ୍ଗପୁର ଜିଲ୍ଲାରୁ- 7
ନୟାଗଡ ଜିଲ୍ଲାରୁ- ୧୪
ନୂଆପଡା ଜିଲ୍ଲାରୁ- ୧୩
ପୁରୀ ଜିଲ୍ଲାରୁ- ୨୪
ରାୟଗଡା ଜିଲ୍ଲାରୁ- ୧୦
ସମ୍ବଲପୁର ଜିଲ୍ଲାରୁ- ୬୫
ସୋନପୁର ଜିଲ୍ଲାରୁ- ୪୨
ସୁନ୍ଦରଗଡ ଜିଲ୍ଲାରୁ- ୧୯୭
ଷ୍ଟେଟ ପୁଲରୁ- ୭୧
ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୩ ଲକ୍ଷ ୧ ହଜାର ୯୯୫ ରେ ପହଞ୍ଚିଥିବା ବେଳେ ସୁସ୍ଥ ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୮୬ ହଜାର ୧୧୧ ଏବଂ ବର୍ତ୍ତମାନ ୬୭୦୧ ଜଣ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି।