ଜାତୀୟ ଖବର ଦୁଇ ଓଡ଼ିଆ ଆଇ.ଟି.ଆଇ. ଟପରଙ୍କୁ ସମ୍ମାନିତ କଲେ ପ୍ରଧାନମନ୍ତ୍ରୀ ମୋଦୀ ଭୁବନେଶ୍ଵର: ନୂଆଦିଲ୍ଲୀର ବିଜ୍ଞାନ ଭବନରେ ଆୟୋଜିତ ‘କୌଶଳ ଦୀକ୍ଷାନ୍ତ ସମାରୋହ-୨୦୨୫’ ଅବସରରେ ଇଲେକ୍ଟ୍ରୋନିକ୍ସ ମେକାନିକ୍ ଟ୍ରେଡ୍ ଏବଂ ଇଲେକ୍ଟ୍ରିସିଆନ୍ ଟ୍ରେଡ୍ରେ ‘ଅଲ୍ ଇଣ୍ଡିଆ ଟପର ଆୱାର୍ଡ–୨୦୨୫’ ପ୍ରାପ୍ତ…