ଆଜିର ଖବର ‘ମହମ୍ମଦ ଶାମିଙ୍କୁ ଗିରଫ କର ନାହିଁ’, ଦିଲ୍ଲୀ ପୋଲିସକୁ କାହିଁକି ମୁମ୍ବାଇ ପୋଲିସ କଲା ଅନୁରୋଧ? ନୂଆଦିଲ୍ଲୀ: ଦେଶରେ କ୍ରିକେଟ୍ ବିଶ୍ୱକପ୍ ଚାଲିଛି ଏବଂ ସମସ୍ତେ ଏହାକୁ ନେଇ ପାଗଳ। ବିଶ୍ୱକପରେ ଭାରତୀୟ ଦଳ ଅପରାଜୟ ରହିଛି। ନ୍ୟୁଜିଲାଣ୍ଡ ବିପକ୍ଷ ସେମିଫାଇନାଲ ମ୍ୟାଚରେ ଟିମ୍…