ଅନ୍ତରାଷ୍ଟ୍ରୀୟ ‘୨୦୨୪ ରେ ଏକ ବଡ଼ ଭୂମିକମ୍ପ ଯୋଗୁଁ ଧ୍ୱଂସ ହୋଇଯିବ ଅନେକ ବଡ ସହର’: ନଏ ନୋସ୍ତ୍ରେଦମସଙ୍କ ଭବିଷ୍ୟବାଣୀ ନୂଆଦିଲ୍ଲୀ: ନଏ ନୋସ୍ତ୍ରେଦମସ ଭାବେ ପରିଚିତ କ୍ରେଗ୍ ହାମିଲଟନ୍-ପାର୍କର ଆସନ୍ତା ବର୍ଷ ପାଇଁ ଭୟଙ୍କର ଭବିଷ୍ୟବାଣୀ କରିଛନ୍ତି। ସେ କହିଛନ୍ତି ଯେ, ପ୍ରାକୃତିକ ଘଟଣା ଯୋଗୁଁ ଆମେରିକାର…