ଅନ୍ତରାଷ୍ଟ୍ରୀୟ ସୀମା ଲଙ୍ଘିଲା ୟୁକ୍ରେନ!, ବିଫଳ ହେଲା ପୁଟିନଙ୍କ ଉପରେ ଡ୍ରୋନ୍ ଆକ୍ରମଣ ନୂଆଦିଲ୍ଲୀ: ଏକ ବର୍ଷରୁ ଅଧିକ ସମୟ ଧରି ଚାଲିଥିବା ଋଷ-ୟୁକ୍ରେନ ଯୁଦ୍ଧ ବନ୍ଦ ହୋଇନାହିଁ। ବର୍ତ୍ତମାନ କ୍ରେମଲିନରେ ଆତଙ୍କବାଦୀଙ୍କ ଆକ୍ରମଣ ପରି ୟୁକ୍ରେନ ମଧ୍ୟ ଆକ୍ରମଣ କରିଥିବା…