ଆଜିର ଖବର ଦିଲ୍ଲୀ କ୍ୟାଣ୍ଟର ଆର୍ମି ହସ୍ପିଟାଲରେ ଏକକାଳୀନ ୫୦ ବାଇଲାଟେରାଲ କୋକ୍ଲିୟର ପ୍ରତିରୋପଣକୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା ନୂଆଦିଲ୍ଲୀ: ଦିଲ୍ଲୀ କ୍ୟାଣ୍ଟର ଆର୍ମି ହସ୍ପିଟାଲ (ଆର୍ ଆଣ୍ଡ୍ ଆର୍)ରେ କାନ, ନାକ ଓ ଗଳା (ଇଏନଟ) ବିଭାଗ ଦ୍ୱାରା ଗତ ୧୮ ମାସ ମଧ୍ୟରେ ଏକକାଳୀନ…