ଆଜିର ଖବର ଜିଓ ପକ୍ଷରୁ ୨୫୯ ଟଙ୍କିଆ କ୍ୟାଲେଣ୍ଡର ମାସର ବୈଧତା ବିଶିଷ୍ଟ ପ୍ରିପେଡ୍ ପ୍ଲାନ୍ର ଶୁଭାରମ୍ଭ ଭୁବନେଶ୍ୱର: ଭାରତର ସର୍ବବୃହତ ଟେଲିକମ୍ ଅପରେଟର ରିଲାଏନ୍ସ ଜିଓ ପକ୍ଷରୁ ୨୫୯ ଟଙ୍କିଆ ପ୍ଲାନ୍ର ଶୁଭାରମ୍ଭ କରାଯାଇଛି ଯାହା କ୍ୟାଲେଣ୍ଡର ମାସର ବୈଧତା ସହ ଆସିଥିବା ବେଳେ…