ଆଜିର ଖବର ଦୁଇ ଭାଇ କଳିରେ ବଳି ପଡ଼ିଲେ ସିପାହୀ: ଖଣ୍ଡା ଆକ୍ରମଣରେ ଗୁରୁତର ହେଲେ ପୋଲିସ କର୍ମଚାରୀ ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ବୈଦ୍ୟନାଥପୁରୁ ଥାନା ଅନ୍ତର୍ଗତ ଗୋଲାପୋଲି ସାହିରେ ଦୁଇ ଭାଇଙ୍କ ମଧ୍ୟରେ ଝଗଡ଼ା ହେଉଥିବା ବେଳେ ୧୧୨ ଗାଡ଼ି ପହଞ୍ଚି ପରିସ୍ଥିତି ବୁଝିବା…