ଆଜିର ଖବର ଆଜି ମଧ୍ୟ ସକାଳୁ ସାରା ରାଜ୍ୟରେ ନିଆଁ ବର୍ଷା, ଜନଜୀବନ ଡହଳବିକଳ ଭୁବନେଶ୍ବର: ଆଜି ମଧ୍ୟ ସାରା ରାଜ୍ୟରେ ନିଆଁ ବର୍ଷା ଆରମ୍ଭ ହୋଇଯାଇଛି। ସକାଳୁ ସକାଳୁ ଖରା ତାତି ଅସହ୍ୟ ହୋଇପଡିଛି। ଫଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। ଏପରିକି…