ଆଜିର ଖବର ଟି-୨୦ ବିଶ୍ୱକପ ପାଇଁ ବିରାଟ କୋହଲିଙ୍କ ବିକଳ୍ପ ଖୋଜୁଛି ବିସିସିଆଇ, ଜାଣନ୍ତୁ କାହିଁକି ନୂଆଦିଲ୍ଲୀ: ଭାରତୀୟ ବ୍ୟାଟ୍ସମ୍ୟାନ୍ ବିରାଟ କୋହଲିଙ୍କ ଖରାପ ଫର୍ମ ଜାରି ରହିଛି। ଆଗାମୀ ଟି-୨୦ ବିଶ୍ୱକପକୁ ଦୃଷ୍ଟିରେ ରଖି କୋହଲିଙ୍କ ଖରାପ ଫର୍ମ ସମସ୍ୟାର କାରଣ ହୋଇଛି।…