ଆଜିର ଖବର ସଂସଦ ସୁରକ୍ଷା ତ୍ରୁଟି ମାମଲାରେ ଗିରଫ ୫ଅଭିଯୁକ୍ତଙ୍କୁ ୧୦ ଲକ୍ଷ ଟଙ୍କାର ଆଇନଗତ ସହାୟତା ଘୋଷଣା କଲେ ପନ୍ନୁ, ନୂଆଦିଲ୍ଲୀ: ସଂସଦ ଉପରେ ଆତଙ୍କବାଦୀ ଆକ୍ରମଣର ୨୨ବର୍ଷ ପରେ ଏବେ ଖଲିସ୍ତାନୀ ଆତଙ୍କବାଦୀ ସଂଗଠନ ଶିଖ୍ ଫର୍ ଜଷ୍ଟିସ୍ (ଏସଏଫଜେ)ର ଗୁରପତୱନ୍ତ ସିଂହ ପନ୍ନୁ ସୁରକ୍ଷା ଉଲ୍ଲଂଘନ…