ଆଜିର ଖବର ଓଡିଶା ଖାଦ୍ୟ ମହୋତ୍ସବ: ଭୁବନେଶ୍ବରରେ ପ୍ରଦର୍ଶିତ ହେବ ବିଭିନ୍ନ ଜିଲ୍ଲାର ପ୍ରସିଦ୍ଧ ଖାଦ୍ୟ ପଦାର୍ଥ ଭୁବନେଶ୍ବର: ରାଜଧାନୀରେ ଆୟୋଜିତ ହେବ ଓଡିଶା ଖାଦ୍ୟ ମହୋତ୍ସବ। ଭୁବନେଶ୍ବରର ପ୍ରଦର୍ଶନୀ ପଡିଆରେ ଏହି ଉତ୍ସବ ଆଗାମୀ ଡିସେମ୍ବର 23 ରୁ 29 ପର୍ଯ୍ୟନ୍ତ ଚାଲିବ। ଏ…