ଅପରାଧ ଗୋଆ ସରକାରଙ୍କ ବଡ ନିଷ୍ପତ୍ତି: ସୋନାଲି ଫୋଗାଟ ହତ୍ୟା ମାମଲାର ସିବିଆଇ କରିବ ତଦନ୍ତ ପାଣାଜୀ: ସୋନାଲି ଫୋଗାଟ ଅଗଷ୍ଟ ୨୩ ତାରିଖରେ ଗୋଆର ଏକ ରେଷ୍ଟୁରାଣ୍ଟରେ ମୃତ୍ୟୁ ବରଣ କରିଥିଲେ। ତାଙ୍କୁ ରେଷ୍ଟୁରାଣ୍ଟରୁ ଡାକ୍ତରଖାନା ନିଆଯାଇଥିଲା। ଡାକ୍ତରଖାନାରେ ଡାକ୍ତରମାନେ ତାଙ୍କୁ ମୃତ…