ଅପରାଧ ଦେଶଦ୍ରୋହ ମାମଲା: ଖାରଜ ହେଲା ଶର୍ଜିଲ ଇମାମଙ୍କ ଜାମିନ ଆବେଦନ ନୂଆଦିଲ୍ଲୀ: ଦେଶଦ୍ରୋହ ମାମଲାରେ ଦିଲ୍ଲୀର କଡକଡଡୁମା କୋର୍ଟ ଦିଲ୍ଲୀ ହିଂସା ଅଭିଯୋଗରେ ଶର୍ଜିଲ ଇମାମଙ୍କ ଜାମିନ ଆବେଦନକୁ ଖାରଜ କରିଦେଇଛନ୍ତି। ଏହାପୂର୍ବରୁ ଦେଶଦ୍ରୋହ ମାମଲାରେ ଶର୍ଜିଲଙ୍କ ମଧ୍ୟବର୍ତ୍ତୀକାଳୀନ…