ବିଶେଷ ଖବର ଯୁବ ବେଶରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଧଳା ଟିସାର୍ଟକୁ କଳା ପ୍ୟାଣ୍ଟ, ପାଣ୍ଡିୟାନ ମଧ୍ୟ ବାଦ ପଡି ନାହାଁନ୍ତି ଭୁବନେଶ୍ବର: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କଳିଙ୍ଗ ଷ୍ଟାଡିୟମରେ ଖେଳାଳୀମାନେ ଦେଖି ତାଜୁବ ହୋଇଛନ୍ତି। ସେମାନେ ପୂର୍ବରୁ ବହୁଥର ମୁଖ୍ୟମନ୍ତ୍ରୀଙ୍କୁ ଦେଖିଛନ୍ତି। ହାତ ମିଳାଇଛନ୍ତି। ହେଲେ ସେତେବେଳେ…