ଆଜିର ଖବର ଖୋର୍ଦ୍ଧା ବାଇପାସ ନିକଟରୁ ୧ କିଲୋରୁ ଉର୍ଦ୍ଧ୍ଵ ବ୍ରାଉନ ସୁଗାର ଜବତ ଖୋର୍ଦ୍ଧା: ଖୋର୍ଦ୍ଧା ବାଇପାସ ନିକଟସ୍ଥ ଜାତୀୟରାଜପଥରୁ ୧ କିଲୋ ୩୧୦ ଗ୍ରାମର ବ୍ରାଉନ ସୁଗାର ଜବତ ହୋଇଛି। କ୍ରାଇମବ୍ରାଞ୍ଚର ସ୍ଵତନ୍ତ୍ର ଟାସ୍କ ଫୋର୍ସ ରେଡ କରି ୧…