ଆଜିର ଖବର ସବୁ ଛାମୁଆ ନେତାଙ୍କ ସହ ଜିଲ୍ଲା କଂଗ୍ରେସ ପାଳିଲା ଗାନ୍ଧିଜୀଙ୍କ ତିରୋଧାନ ଦିବସ ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ଗଂଜାମ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଜାତିର ପିତା ମହାତ୍ମାଗାନ୍ଧୀଙ୍କ ତିରୋଧାନ ଦିବସ ଖଲିକୋଟ କଲେଜ ଖେଳ ପଡ଼ିଆ ପରିସରରେ ପାଳିତ…