ଆଜିର ଖବର କୋରାପୁଟରୁ ଜବତ ହେଲା ୧୮୦୦ ଲିଟର ଗଞ୍ଜେଇ ତେଲ, ମୂଲ୍ୟ ୨୦୦ କୋଟି କୋରାପୁଟ: ବାହାର ରାଜ୍ୟକୁ ଗଞ୍ଜେଇ ଚାଲାଣ ବେଳେ କୋରାପୁଟ ପୋଲିସକୁ ମିଳିଛି ବଡ ସଫଳତା। ତାହା ହେଲା ଅତ୍ୟାଧୁନିକ ପ୍ରଣାଳୀରେ ଗଞ୍ଜେଇ ଚାଲାଣର ଫର୍ମୁଲାର ପ୍ରମାଣ ମିଳିବା…