ଅପରାଧ ବାଲୁଗାଁରେ ଆନ୍ତଃରାଜ୍ୟ ଗଞ୍ଜେଇ ମାଫିଆ,ବସ ଭିତରୁ ଧରିଲା ଅବକାରୀ ବିଭାଗ: ଦୁଇ ଗିରଫ ସୀତାରାମ ଅଗ୍ରୱାଲ ବାଲୁଗାଁ: ଆନ୍ତରାଜ୍ୟ ଚୋରା ଗଞ୍ଜେଇ ଚାଲାଣକାରୀ ଗ୍ୟାଙ୍ଗର ସଦସ୍ୟଙ୍କୁ ଧରିବାରେ ସଫଳ ହୋଇଛି ବାଲୁଗାଁ ଅବକାରୀ ବିଭାଗ। ହସ୍ତଗତ ତଥ୍ୟ ଅନୁଯାୟୀ ସୁଦୂର ମାଲକାନଗିରିରୁ…