ଆଜିର ଖବର ଜରୁରିକାଳୀନ ପରିସ୍ଥିତିକୁ ବିରୋଧ କରି ଗଣତାନ୍ତ୍ରିକ ଭାବନା ରଖିଥିବା ବ୍ୟକ୍ତିଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି ନୂଆଦିଲ୍ଲୀ: ଆମ ସମ୍ବିଧାନ ଯେଉଁ ମୂଲ୍ୟବୋଧ ପାଇଁ ଉତ୍ସବ ପାଳିଥାଏ ଗଣତନ୍ତ୍ରର କଳା ଦିନ ତାହାର ସମ୍ପୂର୍ଣ୍ଣ ବିପରୀତ ଥିଲା ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି।…