ଗାନ୍ଧିନଗର ଗିଫ୍ଟସିଟି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଗାନ୍ଧିନଗର ସ୍ଥିତ ଗିଫ୍ଟସିଟିରେ ଇଣ୍ଟର ନେଶନାଲ ଫାଇନାନ୍ସିଆଲ ସର୍ଭିସ ସେଣ୍ଟର ଅଥରିଟି (ଆଇଏଫ୍‌ଏସ୍‌ସିଏ) ସଦର କାର୍ଯ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି।…