ଜାତୀୟ ଖବର ସେ ମଧ୍ୟ ଓଡିଶାରୁ ହୋଇଥିଲେ ରାଷ୍ଟ୍ରପତି, ରଚିଥିଲେ ଐତିହାସିକ ପଦକ୍ଷେପ, ହେଲେ ଭୁଲିଗଲା ଓଡିଶା ଭୁବନେଶ୍ବର: ଆଜି ଦ୍ରୌପଦୀ ମୁର୍ମୁ ଓଡିଶାରୁ ରାଷ୍ଟ୍ରପତି ହେଉଥିବାରୁ ସାରା ଓଡିଶାରେ ଆନନ୍ଦର ଲହରୀ ଖେଳିଯାଇଛି। ଚାରିଆଡେ ଖୁସିର ବାତାବରଣ। ହେଲେ ତାଙ୍କ ପୂର୍ବରୁ ଓଡିଶାର ଆଉ…