ବିଶେଷ ଖବର ଜି-୨୦ ସମ୍ମିଳନୀ ୨୦୨୩: ଅତିଥିମାନଙ୍କୁ ଦିଆଯିବ ଗୀତା ଜ୍ଞାନ, ଓଡ଼ିଶାର ଆଦିବାସୀ ମହିଳାଙ୍କୁ ନିମନ୍ତ୍ରଣ ନୂଆଦିଲ୍ଲୀ: ଦେଶର ରାଜଧାନୀ ଦିଲ୍ଲୀରେ ହେବାକୁ ଥିବା ଜି-୨୦ ଶିଖର ସମ୍ମିଳନୀ ପାଇଁ ପ୍ରସ୍ତୁତି ଶେଷ ହୋଇଛି। ଦିଲ୍ଲୀର କୋଣ ଅନୁକୋଣରେ ସୁରକ୍ଷାକର୍ମୀଙ୍କ ଉପସ୍ଥିତି ରହିଛି। ଜି-୨୦…