ଆଜିର ଖବର ଭାରତରେ ଅର୍ଦ୍ଧାଧିକ ଇଣ୍ଟରନେଟ୍ ଉପଭୋକ୍ତା ଅନଲାଇନରେ ଖବର ପଢନ୍ତି: ଗୁଗୁଲ ଆକଳନ ନୂଆଦିଲ୍ଲୀ: ସମଗ୍ର ବିଶ୍ୱରେ ଇଣ୍ଟରନେଟ୍ ବ୍ୟବହାର ବୃଦ୍ଧି ପାଉଛି। ଭାରତ ମଧ୍ୟ ଏଥିରେ ବାଦ ପଡିନାହିଁ। ଭାରତରେ ଅର୍ଦ୍ଧାଧିକ ଇଣ୍ଟରନେଟ୍ ବ୍ୟବହାରକାରୀ ସମ୍ବାଦ ପଢିବା ଏବଂ ଦେଖିବା…