ଆଜିର ଖବର ଐତିହାସିକ ଗୁଡହାଣ୍ଡି ଓ କୁଇଭାଷା ଉପରେ ଗବେଷଣାକୁ ପ୍ରାଧାନ୍ୟ ଦିଆଯିବ ଦୁଷ୍ମନ୍ତ କୁମାର ପଣ୍ଡା କଳାହାଣ୍ଡି: କଳାହାଣ୍ଡି ବିଶ୍ୱବିଦ୍ୟାଳୟର କୁଳପତି ଭାବେ ଯୋଗ ଦେଇ ପ୍ରଫେସର ଡଃ ସଂଜୟ ଶତପଥି ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ସମ୍ବୋଧନ କରିଛନ୍ତି। କଳାହାଣ୍ଡି…