ଜାତୀୟ ଖବର ନେତାଙ୍କ ବଢିଲା ଆକର୍ଷଣ, କଂଗ୍ରେସରେ ଯୋଗ ଦେଲେ ଗୁଡାରୀ ବ୍ଲକ ଅଧ୍ୟକ୍ଷାଙ୍କ ସହ ବହୁ ବିଜେଡି କର୍ମି ଭୁବନେଶ୍ୱର: ଆଜି ମହାବିଷୁବ ସଂକ୍ରାନ୍ତି ତଥା ଓଡ଼ିଆ ନବବର୍ଷର ଅବସରରେ ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ପିସିସି ସଭାପତି ଶ୍ରୀ…