ଆଜିର ଖବର ମକର ସଂକ୍ରାନ୍ତିରେ ଗୁଡି ଉଡାଇଲେ ଗୃହ ମନ୍ତ୍ରୀ ଅମିତ ସାହା, ଜଗନ୍ନାଥ ମନ୍ଦିରରେ କଲେ ପୂଜା ଅର୍ଚ୍ଚନା ଅହମ୍ମଦାବାଦ, କେନ୍ଦ୍ର ଗୃହମନ୍ତ୍ରୀ ବର୍ତ୍ତମାନ ନିଜ ରାଜ୍ୟ ଗୁଜୁରାଟ ଗସ୍ତରେ ଅଛନ୍ତି। ମକର ସଂକ୍ରାନ୍ତି ଉପଲକ୍ଷେ ସେ ଅହମ୍ମଦାବାଦରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି। ସେ ଆଜି…