ଅପରାଧ ଖୋଲିଲା ଡନ ଅତିକ ଅହମ୍ମଦ ଗ୍ୟାଙ୍ଗର ଓଡିଶା ଲିଙ୍କ, ବରଗଡରେ ଛାନଭିନ କଲା ୟୁପି ପୋଲିସ ଭୁବନେଶ୍ବର: ଉତ୍ତର ପ୍ରଦେଶର କୁଖ୍ୟାତ ଅପରାଧୀ ମାଫିଆ ଅତିକ ଅହମ୍ମଦର ଲିଙ୍କ ଓଡିଶାରେ ରହିଛି। ଏ ନେଇ ଉତ୍ତର ପ୍ରଦେଶ ପୋଲିସକୁ ସୁରାକ ମିଳିଛି। ଫଳରେ ଉତ୍ତର…