ଆଜିର ଖବର ଗୃହ କାର୍ଯ୍ୟ ମୁଲତବୀ ପରେ ସତ୍ୟାଗ୍ରହରେ ବସିଲେ ବିରୋଧୀ ଦଳ ନେତା: ସୋନିଆ-ରାହୁଲ ମଧ୍ୟ ସାମିଲ ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଲଣ୍ଡନରେ ଦେଇଥିବା ବିବୃତ୍ତି ଏବଂ ଅନ୍ୟାନ୍ୟ ବିବାଦ ମଧ୍ୟରେ ଆଜି ସଂସଦର ଉଭୟ ଗୃହ ରାଜ୍ୟସଭା ଓ ଲୋକସଭାର ପ୍ରକ୍ରିୟାକୁ…