ଆଜିର ଖବର ଦେଶରେ ପ୍ରସ୍ତୁତ ବାୟୋଲୋଜିକାଲ-ଇ ଟୀକା ହେବ ୯୦ ପ୍ରତିଶତ ପ୍ରଭାବୀ!: କରୋନା ଲଢେଇ ପାଇଁ ହୋଇପାରେ ଗେମଚେଞ୍ଜର ନୂଆଦିଲ୍ଲୀ: ଦେଶରେ ନିର୍ମିତ ବାୟୋଲୋଜିକାଲ-ଇ ଟୀକା କୋଭିଡ଼ ବିରୋଧରେ ୯୦ ପ୍ରତିଶତ ପ୍ରଭାବୀ ହେବ ବୋଲି ସମ୍ଭାବନା ରହିଛି। ଏହା କରୋନା ମହାମାରୀ ବିରୋଧ ଲଢେଇରେ ଗେମ…