ଅପରାଧ ଖୋର୍ଦ୍ଧା: ଗୋରୁ ବୋଝେଇ କଣ୍ଟେନର ଜବତ କଲା ନିରାକାରପୁର ପୋଲିସ, ୨୪ ଗାଈ ଉଦ୍ଧାର ଖୋର୍ଦ୍ଧା: ସାରା ରାଜ୍ୟରେ ବେଆଇନ ଗୋରୁ ଚାଲାଣକୁ ନେଇ ଜନ ଅସନ୍ତୋଷ ବୃଦ୍ଧି ପାଉଥିବା ବେଳେ ଖୋର୍ଦ୍ଧା ଜିଲ୍ଲା ଏଥିରୁ ବାଦ ପଡିନି। ପୁର୍ବରୁ ଏକାଧିକ ଥର…