ଆଜିର ଖବର ଏକୀକୃତ ପେନସନ ଯୋଜନା ଅଧୀନରେ ଗ୍ରାଚ୍ୟୁଇଟି ସୁବିଧା ପାଇବେ ସରକାରୀ କର୍ମଚାରୀ: ଡ. ଜିତେନ୍ଦ୍ର ସିଂହ ନୂଆଦିଲ୍ଲୀ: କେନ୍ଦ୍ର ବିଜ୍ଞାନ ଏବଂ ପ୍ରଯୁକ୍ତି ରାଷ୍ଟ୍ରମନ୍ତ୍ରୀ (ସ୍ୱାଧୀନ ଦାୟିତ୍ୱ); ଭୂବିଜ୍ଞାନ ଏବଂ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ, ଆଣବିକ ଶକ୍ତି ବିଭାଗ, ମହାକାଶ, କାର୍ମିକ, ସାଧାରଣ ଅଭିଯୋଗ ଏବଂ…