ଆଜିର ଖବର ଆରଆଇଇ, ଏନସିଇଆରଟି, ଭୁବନେଶ୍ଵର ପକ୍ଷରୁ “ଗ୍ଲୋବାଲ ସ୍କୁଲ ସିଷ୍ଟମ ରିଫର୍ମ” ଶୀର୍ଷକ ବକ୍ତୃତା ଅନୁଷ୍ଠିତ ଭୁବନେଶ୍ୱର: ଏନସିଇଆରଟି ଭୁବନେଶ୍ୱରର ରିଜିଓନାଲ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଏଜୁକେସନ ପକ୍ଷରୁ ଆୟୋଜିତ ଏକ୍ସଟେନ୍ସନ ଲେକ୍ଚର ସିରିଜରେ ସ୍ଲୋଭାକିଆସ୍ଥିତ ତ୍ରିନାଭା ବିଶ୍ୱବିଦ୍ୟାଳୟର ବିଶିଷ୍ଟ ଶିକ୍ଷାବିତ୍ ପ୍ରଫେସର ବ୍ରାନିସ୍ଲାଭ ପୁପାଲା…