ଆଜିର ଖବର ଗ୍ୟାସ୍ ମୂଲ୍ୟରେ ବଡ ହ୍ରାସ, ୧୩୫ ଟଙ୍କା ଶସ୍ତା ହେଲା ଏହି ସିଲିଣ୍ଡର ନୂଆଦିଲ୍ଲୀ: ଆଜି ଜୁନ୍ ୧ ତାରିଖରେ LPG ସିଲିଣ୍ଡରର ନୂତନ ହାର ରିଲିଜ୍ ହୋଇଛି ଏବଂ ୧୯ କିଲୋଗ୍ରାମ ବ୍ୟବସାୟିକ ସିଲିଣ୍ଡର ମୂଲ୍ୟରେ ବହୁତ ହ୍ରାସ ଘଟିଛି।…