ଆଜିର ଖବର ଗ୍ୱାଲିଅରରେ ନିର୍ମାଣ ହେବ ଅଟଳ ବିହାରୀ ବାଜପେୟୀଙ୍କ ସ୍ମାରକୀ: ଶିବରାଜ ସିଂ ଚୌହାନ ଗ୍ୱାଲିଅର୍: ସ୍ମୃତି ଉଦ୍ଦେଶ୍ୟରେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଏକ ବିରାଟ ପ୍ରତିମୂର୍ତ୍ତି ସହିତ ଗ୍ୱାଲିଅରରେ ଏକ ଗବେଷଣା କେନ୍ଦ୍ର ପ୍ରତିଷ୍ଠା କରାଯିବ। ଏନେଇ ମଧ୍ୟପ୍ରଦେଶ…