ଆଜିର ଖବର ଓଡ଼ିଶା ସରକାରଙ୍କ ବରିଷ୍ଠ ନାଗରିକ ତୀର୍ଥ ଯାତ୍ରା ଯୋଜନା ୨୦୨୪ ବର୍ଷ ତୀର୍ଥ ସ୍ଥାନ ଗୟା ଓ ବାରାଣସୀକୁ ଯାତ୍ରା କଳାହାଣ୍ଡି (ଦୁଷ୍ମନ୍ତ କୁମାର ପଣ୍ଡା): ସ୍ଥାନୀୟ ରେଡକ୍ରସ କଲ୍ୟାଣ ମଣ୍ଡପ ଠାରେ କଳାହାଣ୍ଡି ଜିଲ୍ଲାର ୨୨୦ ଜଣ ତୀର୍ଥଯାତ୍ରୀ ଙ୍କୁ ନେଇ ୬ ଟି ବସ ରାୟଗଡ଼ା…