ଆଜିର ଖବର ବୀରଭୂମ ହିଂସା: ଅଧୀର ରଞ୍ଜନଙ୍କୁ ଅଟକାଇଲା ପୋଲିସ, ଧାରଣାରେ ବସିଲେ କଂଗ୍ରେସ ସାଂସଦ କୋଲକୋତା: ପଶ୍ଚିମବଙ୍ଗର ବୀରଭୂମରେ ହୋଇଥିବା ହିଂସାକୁ ନେଇ ରାଜନୀତି ଜାରି ରହିଛି। ମମତା ବାନାର୍ଜୀଙ୍କ ସରକାର ବିରୋଧରେ ବିରୋଧୀ ଦଳ ମୋର୍ଚ୍ଚା ଖୋଲିଦେଇଛନ୍ତି। କଂଗ୍ରେସ ସାଂସଦ ଆଧୀର…