ଆଜିର ଖବର ଘସିପୁରାରେ ସ୍ବାଧୀନ ପ୍ରାର୍ଥୀ ସୌମ୍ୟରଂଜନ ପଟ୍ଟନାୟକ ଆଗରେ ଭୁବନେଶ୍ବର: କେଉଁଝରର ଘସିପୁରା ବିଧାନସଭା ଆସନରେ ଏକ ଭିନ୍ନ ପ୍ରକାରର ପରିସ୍ଥିତି ସୃଷ୍ଟି ହୋଇଛି। ଓଡିଶାରେ ନବୀନ ଏବଂ ମୋଦୀ ହ୍ୱାୱା ଚାଲିଥିବା ବେଳେ ଘସିପୁରାରେ ସ୍ବାଧୀନ…