ଆଜିର ଖବର ଆସନ୍ତାକାଲି ପ୍ରବଳ ବର୍ଷିବ, ବଙ୍ଗୋପ ସାଗରରେ ଗୋଟିଏ ଘୂର୍ଣ୍ଣି ବଳୟ ସହ ଆଉ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ଭୁବନେଶ୍ବର, ଉତ୍ତର ପଶ୍ଚିମ ବଙ୍ଗୋପ ସାଗରରେ ଏକ ଘୂର୍ଣ୍ଣ ବଳୟ ସୃଷ୍ଟି ହୋଇଛି, ଯାହା ଫଳେରେ ଆଜିଠାରୁ ଓଡିଶାର ଅନେକ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି।…