ବିଶେଷ ଖବର ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ୧୦୮ ପୂର୍ବତନ ଅମଲାତନ୍ତ୍ରଙ୍କ ଚିଠି: ବନ୍ଦ କରନ୍ତୁ ଦେଶରେ ଘୃଣା ଏବଂ ହିଂସା ରାଜନୀତି ନୂଆଦିଲ୍ଲୀ: ଶତାଧିକ ପୂର୍ବତନ ଅମଲାତନ୍ତ୍ର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖି ଆଶା କରିଛନ୍ତି ଯେ, ସେ “ଘୃଣାର ରାଜନୀତି” ର ସମାପ୍ତି ପାଇଁ ଆହ୍ଵାନ କରିବେ…