ଅପରାଧ ଲକ୍ଷ୍ମୀପୁର ମାମଲାରେ ୫୦୦୦ ପୃଷ୍ଠାର ଚାର୍ଜସିଟ ଦାଖଲ କଲା ଏସଆଇଟି, ଗୃହମନ୍ତ୍ରୀଙ୍କ ପୁଅ ମୁଖ୍ୟ ଅଭିଯୁକ୍ତ ଲକ୍ଷ୍ନୌ: ଲକ୍ଷ୍ମୀପୁର ହିଂସା ମାମଲାରେ ଏସଆଇଟି ଚାର୍ଜସିଟ ଦାଖଲ କରିଛି। ଏହି ୫୦୦୦ ପୃଷ୍ଠାର ଚାର୍ଜସିଟରେ କେନ୍ଦ୍ର ଗୃହମନ୍ତ୍ରୀଙ୍କ ପୁଅ ଆଶିଷ ମିଶ୍ରଙ୍କୁ ମୁଖ୍ୟ ଅଭିଯୁକ୍ତ କରାଯାଇଛି।…