ଆଜିର ଖବର ଆଜି ଭାରତ ବନ୍ଦ, ଦେଶର କୃଷି ସଂଗଠନ ଦେଇଛନ୍ତି ଆହ୍ବାନ, ପ୍ରଭାବ ପଡିବ କି ନାହିଁ ଜଣାପଡିନି ଭୁବନେଶ୍ବର, ସଂସଦରେ ପାଶ ହୋଇଥିବା କୃଷି ବିଲକୁ ବିରୋଧ କରି ବହୁ ଚାଷି ସଂଗଠନ ଆଜି ଭାରତ ବନ୍ଦ ଡାକରା ଦେଇଛନ୍ତି। ମୁଖ୍ୟତଃ କେନ୍ଦ୍ର ସରକାରଙ୍କ ଦ୍ବାରା…