ଆଜିର ଖବର କେନ୍ଦ୍ରାପଡା ଚାଷୀ ମୃତ୍ୟୁ ଘଟଣାର ତଦନ୍ତ ଆରମ୍ଭ କଲା ଜିଲ୍ଲା ପ୍ରଶାସନ ଭୁବନେଶ୍ଵର: ଲଘୁଚାପ ଜନିତ ଅଦିନିଆ ବର୍ଷା ଯୋଗୁଁ କେନ୍ଦ୍ରାପଡା ଜିଲ୍ଲାରେ ବ୍ୟାପକ ଫସଲ ହାନୀ ହୋଇଛି। ଫସଲଜନିତ କ୍ଷୟକ୍ଷତି ଯୋଗୁଁ ଜଣେ ଚାଷୀ ହୃଦଘାତରେ ବିଲରେ ପ୍ରାଣ…