ଆଜିର ଖବର ଲଘୁଚାପ ଜନିତ ବର୍ଷା: ମଣ୍ଡିରେ ଧାନ ଭିଜିବା ନେଇ ଚାଷୀ ସମସ୍ୟା ବୃଦ୍ଧି ନୂଆପଡ଼ା: ନୂଆପଡ଼ା ଜିଲ୍ଲାରେ ଲଘୁଚାପ ଜନିତ ବର୍ଷା ଯୋଗୁଁ ମଣ୍ଡିରେ ଧାନ ବସ୍ତା ଭିଯିବା ନେଇ ଚାଷୀ ସମସ୍ୟା ଦେଖାଯାଉଛି। ଜିଲ୍ଲାର ଅନେକ ମଣ୍ଡିରେ ଧାନବସ୍ତା ରଖିବା…