ଆଞ୍ଚଳିକ ଚିଲିକା ପାନ୍ଥନିବାସ ପକ୍ଷରୁ ରଜ ମହୋତ୍ସବ: ଯୋଗଦେଲେ ପୁରୀ ସାଂସଦ ଡାକ୍ତର ସମ୍ବିତ ପାତ୍ର ବାଲୁଗାଁ (ସୀତାରାମ ଅଗ୍ରୱାଲ): ଚିଲିକା ବ୍ଲକ ଅନ୍ତର୍ଗତ ବଡକୁଳ ସ୍ଥିତ ଓଟିଡିସି ଠାରେ ବହୁ ଆଡମ୍ବରରେ ରଜ ମହୋତ୍ସବ ପାଳିତ ହୋଇଯାଇଛି। ଆୟୋଜିତ ରଜ ମହୋତ୍ସବରେ ମୁଖ୍ୟ…