ଆଜିର ଖବର ନଳବଣରେ ଅବାଧ ପ୍ରବେଶ ନେଇ ୩ ମତ୍ସ୍ୟଜୀବୀ ଗିରଫ,୨ ଡଙ୍ଗା ଜବତ ବାଲୁଗାଁ: ଆଜି ପୂର୍ବାହ୍ନରେ ଚିଲିକା ବନ୍ୟପ୍ରାଣୀ ବିଭାଗ ଅନ୍ତର୍ଗତ ନଳବଣ ବନ୍ୟପ୍ରାଣୀ ଅଭୟାରଣ୍ୟରେ ବେଆଇନ ପ୍ରବେଶ ଏବଂ ମାଛ ଧରାକୁ ନେଇ ୩ ଜଣ ମତ୍ସ୍ୟଜୀବୀ ଗିରଫ…