ଅନ୍ତରାଷ୍ଟ୍ରୀୟ ବକେୟା ବିଦ୍ୟୁତ୍ ବିଲ୍ ନଦେଲେ ସମଗ୍ର ଦେଶ ଅନ୍ଧକାରରେ ରହିବ: ପାକିସ୍ତାନକୁ ଚେତାବନୀ ଦେଲେ ଚୀନ୍ କମ୍ପାନୀ ନୂଆଦିଲ୍ଲୀ: ଚୀନ୍ ଏବଂ ସାଉଦି ଆରବର ଋଣରେ ବୁଡିଥିବା ପାକିସ୍ତାନ ଉପରେ ଆଉ ଏକ ଅସୁବିଧା ପଡିଛି। ଚୀନ୍ର ଶକ୍ତି କମ୍ପାନୀମାନେ ଦରିଦ୍ର ଆଡକୁ ଗତି କରୁଥିବା…