ଆଜିର ଖବର ବିଶ୍ଵ ସ୍ୱାସ୍ଥ୍ୟ ସଂଗଠନର ଚେତାବନୀ: ଥଣ୍ଡା ପାନୀୟ ଏବଂ ଚୁଇଙ୍ଗମ୍ ସୃଷ୍ଟି କରିପାରେ କର୍କଟ ରୋଗ ନୂଆଦିଲ୍ଲୀ: ଯଦି ଆପଣ ଡାଏଟ୍ କୋକ୍, ଆଇସ୍କ୍ରିମ୍ ଏବଂ ଚୁଇଙ୍ଗମ୍ ସହିତ ମଧ୍ୟ ନିଶାସକ୍ତ ଅଟନ୍ତି, ତେବେ ଏହି ଜିନିଷଠାରୁ ଦୂରରେ ରହିବାର ସମୟ ଆସିଛି। କାରଣ…